ବହଳାଇବା Bahaḻāibā

  • ଦେ. କ୍ରି — କୌଣସି ଲେପକୁ ବହଳ କରିବା; ମୋଟା କରିବା — To thicken
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କଥାକୁ ବାରମ୍ବାର କହିବା — (fig) To repeat a thing