ବହସ୍ କରିବା Bahas karibā

  • ବୈଦେ. ପ୍ରାଦେ. (ସମ୍ବଲପୁର) କ୍ରି. (ଆ. ବହସ୍ନା) କ୍ରି — କୌଣସି ବ୍ୟକ୍ତି ପାଇଁ ଓକିଲାତି କରିବା ବା ତାହାର ପକ୍ଷ ସମର୍ଥନ କରିବା — To plead for a person
  • ବୈଦେ. ପ୍ରାଦେ. (ସମ୍ବଲପୁର) କ୍ରି. (ଆ. ବହସ୍ନା) କ୍ରି — ମକଦ୍ଦମାରେ ଓକିଲରୂପେ ବାଦାନୁବାଦ କରିବା — To argue for a party in a court