ବହା Bahā

  • ସଂ. ବି. (ବହ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ନଦୀ — 1. River
  • ଦେ. ବି. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୋଜ୍ୟ; ସଂ ବହ) — ଯେ ବହନ କରେ — One who carries
  • ଦେ. ବି. (ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୋଜ୍ୟ; ସଂ ବହ) — ବିମାନବହା ପୁରୁଷରେ, ନୃପ କହଇ କୋପଭରେ। ଜଗନ୍ନାଥ. ଭାଗବତ।