ବହଲେଇବା Bahaleibā

  • ଦେ. କ୍ରି. (ସଂ. ବିଦ୍ୱଳ; ଫା. ବହାଲ୍=ଭୁଲାଇବା; ହି. ଶ.) — ଚାଟୁ କଥାରେ ଭୁଲାଇବା — To seduce; to inveigle
  • ଦେ. କ୍ରି. (ସଂ. ବିଦ୍ୱଳ; ଫା. ବହାଲ୍=ଭୁଲାଇବା; ହି. ଶ.) — ଭଣ୍ଡାଇବା; ଭୁତାଇବା; ଧପାଇବା — To cheat; to deceive