ବହଳ Bahaḻa
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — କଠିନ; ଦୃଢ; କଠୋର; ଟାଣ — Hard; firm
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ବହୁଳ; ବିପୁଳ — Great; plentiful; copious; abundant
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ଅନେକ — Many
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ମୋଟ — Thick; tough
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ନୁହେଁ ବହଳ ଉପାନହ ଯୋଡ଼ି କଣ୍ଟକେ କଟାକ୍ଷ ନ କରେ ଅଡ଼ି। କବିସୂର୍ଯ୍ୟ କବିତାକଲ୍ଲେଳିନୀ।
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ଘଞ୍ଚ; ସାନ୍ଦ୍ର; ଘନ — Dense
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — ବହୁ ଲୋମଶ; ଝାମ୍ପୁଡ଼ା — Shaggy (Apte)
- ସଂ. ବିଣ. (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ) — କଠୋର (ଶବ୍ଦ) — Harsh (sound)
- ସଂ. ବି. (ବହ୍ ଧାତୁ+କର୍ତ୍ତୃ. ଅଲ; ତୁଳ. ଫା ବହର୍= ଜାହାଜ) — ନୌକା; ଜଳଯାନ; ଜାହାଜ — Boat; vessel; ship
- ସଂ. ବି. (ବହ୍ ଧାତୁ+କର୍ତ୍ତୃ. ଅଲ; ତୁଳ. ଫା ବହର୍= ଜାହାଜ) — ଏକପ୍ରକାର ଆଖୁ — A kind of sugarcane (Apte)
- ଦେ. ବିଣ — ନିର୍ଲଜ୍ଜ; ଦାମ୍ଭିକ — Shameless; thick skinned
- ଦେ. ବିଣ — ଚୋରର ମହଁ ବହଳ—ଢଗ।