ବସୁ ବାସ Basu bāsa

  • ଦେ. ବି. (ସଂ. ବସତି ଓ ବାସ) — ଚିରସ୍ଥାୟୀ— ଭାବରେ ବାସ କରିବା — Taking up permanent residence or domicile at a place
  • ଦେ. ବି. (ସଂ. ବସତି ଓ ବାସ) — ବସବାସ କରିବା ଘର, ସ୍ଥାୟୀ ଆବାସ ସ୍ଥଳ — One's permanent place of residence