ବସୁକୀଟ Basukīṭa

  • ସଂ. ବି ( 6 ଷ୍ଠୀ ତତ୍; ବସୁ=ଧନ+କୀଟ) — ଧନଯାଚକ; ଧନଭିକ୍ଷୁକ — 1. One who begs money; beggar
  • ସଂ. ବି ( 6 ଷ୍ଠୀ ତତ୍; ବସୁ=ଧନ+କୀଟ) — କୃପଣ ବ୍ୟକ୍ତି — A miser