ବସୁଦ Basuda

  • ସଂ. ବିଣ. ପୁଂ (ବସୁ+ଦା ଧାତୁ+କର୍ତ୍ତୃ. ଅ) — ଧନଦାତା — Giving riches
  • ସଂ. ବି — କୁବେର — God of riches
  • ସଂ. ବି — (ସହସ୍ର ନାମୋକ୍ତ) ବିଷ୍ଣୁ — Bishṇu