ବସି ରହିବା Basi rahibā

  • ଦେ. କ୍ରି. — ନିଷ୍କର୍ମା ହୋଇ ଅର୍ଥାତ୍ କୌଣସି କର୍ମ ନ କରି ଆଳସ୍ୟରେ ଦିନ ଯାପନ କରିବା — To spend time without doing any work; sit idle