ବଳି ମୁଖ Baḻi mukha
- ସଂ. ବି. (ବହୁବ୍ରିହୀ; ବଳି=ଶ୍ଳଥ ଚର୍ମ ମୁଖରେ ଯାହାର) — ବାନର; ମାଙ୍କଡ଼ — Monkey
- ସଂ. ବି. (ବହୁବ୍ରିହୀ; ବଳି=ଶ୍ଳଥ ଚର୍ମ ମୁଖରେ ଯାହାର) — ବଳିମୁଖ ରାଜେ ଯେଣୁ ଗିରି ଅପ୍ରଚାର। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି. (ବହୁବ୍ରିହୀ; ବଳି=ଶ୍ଳଥ ଚର୍ମ ମୁଖରେ ଯାହାର) — ଶିବଙ୍କ ଅନୁଚର ବିଶେଷ — An attendant of Ṡiba
- ସଂ. ବି. (ବହୁବ୍ରିହୀ; ବଳି=ଶ୍ଳଥ ଚର୍ମ ମୁଖରେ ଯାହାର) — ( 1+2 )ବିଘ୍ନ ରାଜ ବଳିମଖକୁ ଚେତା କରି; ଭଞ୍ଜ. ବୈଦେହୀଶବିଳାସ। — (1+2)ବିଘ୍ନ ରାଜ ବଳିମଖକୁ ଚେତା କରି; ଭଞ୍ଜ. ବୈଦେହୀଶବିଳାସ