ବଳି ଶୋଭିନୀ Baḻi ṡobhinī

  • ସଂ. ବିଣ. ସ୍ତ୍ରୀ (ବଳି+ଶୋଭା+ଇନ୍+ଈ) — ତ୍ରୀବଳୀ ଶୋଭିନୀ (ସ୍ତ୍ରୀ) — (a female) Having wrinkled folds of skin about her navel
  • ସଂ. ବିଣ. ସ୍ତ୍ରୀ (ବଳି+ଶୋଭା+ଇନ୍+ଈ) — ବଳି ବଳିଶୋଭିନୀ ତାହାର ନିବାରିତେ। ଭଞ୍ଜ. ବୈଦେହୀଶବିଳାସ।