ବଳି ପାଇବା Baḻi pāibā

  • ଦେ. କ୍ରି — (ପଶୁ) ଦେବତାଙ୍କ ଆଗରେ ବଳି ପଡ଼ିବା ବା ହଣା ହେବା — To be slain as a sacrifice before a Deity
  • ଦେ. କ୍ରି — (ଯଥା—ଆଜି କାଳୀଠାକୁରାଣୀଙ୍କ ଆଗରେ 3 ଟି ଛେଳି ବଳି ପାଇଲେ।) — (ଯଥା—ଆଜି କାଳୀଠାକୁରାଣୀଙ୍କ ଆଗରେ3ଟି ଛେଳି ବଳି ପାଇଲେ)
  • ଦେ. କ୍ରି — (ଦେବତା) କୌଣସି ପଶୁକୁ ବଳିରୂପେ ପ୍ରାପ୍ତହେବା — To get a victim slain for self (said of a Deity)
  • ଦେ. କ୍ରି — (ଯଥା—ବିମଳାଠାକୁରାଣୀ ଦୁର୍ଗାପୂଜା ସମୟରେ ପ୍ରତିବର୍ଷ 7 ଟି ଲେଖାଏଁ ମାଛ ବଳି ପାଆନ୍ତି।) — (ଯଥା—ବିମଳାଠାକୁରାଣୀ ଦୁର୍ଗାପୂଜା ସମୟରେ ପ୍ରତିବର୍ଷ7ଟି ଲେଖାଏଁ ମାଛ ବଳି ପାଆନ୍ତି)