ବର୍ତ୍ତି Bartti
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ପ୍ରଦୀପ — Lamp
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ପ୍ରଦୀପର ଦଶି; ବଳିତା; ଶଳିତା — Lamp-wick
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ମହମ ବତୀ — Wax candle
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ବତର ପକ୍ଷୀ — The grey quail
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ତୁଳୀ — Painting brush
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ବାର୍ଣ୍ଣିସ୍ — Varnish
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ଅଞ୍ଜନ (ହି. ଶ.) ନେତ୍ରାଞ୍ଜନ; ନେତ୍ର ରୋଗର ଔଷଧବିଶେଷ — Collirium; a Paint for the eye
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ବର୍ତ୍ତୀ ହୋଇଗଲା ଯୁବତୀରତନ ନେତ୍ରରୋଗ ଗଲା ନିବର୍ତ୍ତି। ଭଞ୍ଜ, ବୈଦେହୀଶବିଳାସ।
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ସନ୍ଥା; ସଲେଇ; ଘାଆରେ ଭରତି କରାଯିବା ଶଳାକା (ହି. ଶ.) — Probe
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — ଅନୁଲେପନ (ହି. ଶ.) — Ointment
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — (ବୃତ୍ ଧାତୁ+ଭାବ. ଇ) ଔଷଧ ତିଆରି କରିବା (ହି. ଶ.) — Preparation of medicines
- ସଂ. ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ) — (+କର୍ମ. ଇ) ବଟିକା (ହି. ଶ.) — Pill