ବର୍ତ୍ତନ Barttana
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ବୃତ୍ତି; ଜୀବିକା, ବ୍ୟବସାୟ, ଜୀବନୋପାୟ — Livelihood; means of living; provision; profession
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ଶଲ୍ୟକମ୍ପନ କର୍ମ; କ୍ଷତ ମଧ୍ୟରେ ସନ୍ଥା ପୂରାଇ କ୍ଷତର ଗଭୀରତା ନିରୂପଣ (ହି. ଶ.) — Probing of a wound
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ଶିଳରେ ବାଟିବା; ପେଷିବା (ହି. ଶ.) — Bruising
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ଯାଆ ଆସ; ଚଳପ୍ରଚଳ ହେବା; ବୁଲ ଚାଲ (ହି. ଶ.) — Roaming; coming and going; frequenting
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ପରିବର୍ତ୍ତନ (ହି.ଶ.) — Change
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ବ୍ୟବହାର (ହି. ଶ.) — Treatment; dealing
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ଆଚରଣ — Conduct
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ସ୍ଥିତି — Presence; stay
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ଅବସ୍ଥିତି — Existence; position
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ବେତନ — Pay; wages; salary
- ସଂ. ବି.—(ବୃତ ଧାତୁ+ଭାବ. ଅନ) — ନିୟୋଗ — Appointment
- ସଂ. ବି.—(ବୃତ ଧାତୁ+ଭାବ. ଅନ) — (+କର୍ମ. ଅନ) ବଟୁଳି — A wide-mouthed small brass cooking pot