ବର୍ତ୍ତିଆ Barttiā

  • ଗ୍ରା. ବିଣ. (ସଂ. ବ୍ରତ; ବ୍ରତୀ) — ବତ୍ର ହୋଇଥିବା (ବାଳକ); ଯାହାର ଉପନୟନ ସଂସ୍କାର ହୋଇ ସାରି ଅଛି — Having undergone the ceremony of initiation
  • ଗ୍ରା. ବିଣ. (ସଂ. ବ୍ରତ; ବ୍ରତୀ) — ଯେଉଁ ବାଛୁରୀ ଧରା ହୋଇଥାଏ — Castrated (calf)
  • ଗ୍ରା. ବିଣ. (ସଂ. ବ୍ରତ; ବ୍ରତୀ) — ବତ୍ର ବା ଉପବାସ ପାଳନ— କାରୀ; ବ୍ରତଧାରୀ — Observing a religious vow