ବନ୍ଦନା Bandanā
- ସଂ. ବି. (ବନ୍ଦ୍ ଧାତୁ+ଭାବ. ଅନ+ଆ) — ବନ୍ଦନ (ଦେଖ) — Bandana (See)
- ଦେ. ବି. (ସଂ. ବନ୍ଦନ) — ମଙ୍ଗଳାଚରଣ; ଗ୍ରନ୍ଥ ବା ନୃତ୍ୟ ଗୀତାଦି ଆରମ୍ଭ କରିବା ପୂର୍ବରୁ ଦେବାଦ୍ଦେଶ୍ୟରେ ବୋଲା ଯିବା ମଙ୍ଗଳସୂଚକ ଗାନ ବା ସ୍ତବ — Hymn invoking blessings at the beginning of a book or of a musical performance
- ଦେ. ବିଣ. ସ୍ତ୍ରୀ — ବନ୍ଦନୀୟା — Adorable (Woman)
- ଦେ. ବିଣ. ସ୍ତ୍ରୀ — ଦ୍ରୁପଦ ନନ୍ଦନା ଜଗତେ ବନ୍ଦନା—କୃଷ୍ଣସିଂହ. ମହାଭାରତ ବନ।