ବନ୍ଦ କରିବା Banda karibā
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — (ବ୍ୟବସାୟ. କଚିରି, ସ୍କୁଲ ଆଦିର କାର୍ଯ୍ୟ) ସ୍ଥଗିତ କରିବା — To close up (a business, school or office
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — ଆବଦ୍ଧ ବା ଅବରୁଦ୍ଧ କରିବା — To confine
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — ରୋଧ କରିବା; ଅଟକାଇବା — To restrain
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — ଖୋଲା ଥିବା ଜିନିସକୁ (ଯଥା—କବାଟ, ବାକ୍ସ, ଘର) ମୁଦିବା ବା ବୁଜିବା — To shut up (a box, room or door)
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — ଅନ୍ୟର ଗତି ରୋଧ କରିବା — To stop the flow or movement of a thing
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — କାର୍ଯ୍ୟ ରହିତ କରିବା — To cause cessation of a work
- ଦେ. କ୍ରି. (ସଂ. ବନ୍ଧ୍ ଧାତୁ; ଫା ବନ୍ଦ୍) — ମନା କରିବା; ନିଷେଧ କରିବା — To prohibit