ବନ୍ଦକ Bandaka

  • ସଂ. ବିଣ. ପୁଂ. (ବନ୍ଦ୍ ଧାତୁ+କର୍ତ୍ତୃ. ଅକ) — ଯେ ବନ୍ଦନା କରେ; ସ୍ତୁତି କାରକ — Praying; praising
  • ସଂ. ବିଣ. ପୁଂ. (ବନ୍ଦ୍ ଧାତୁ+କର୍ତ୍ତୃ. ଅକ) — ପ୍ରଣାମକାରୀ — Making obeisance