ବନ୍ଥଡା Banthaṟḍ̠ā
- ଦେ. ବି. — ବ୍ୟାଘାତ; ବାଧା — Obstacle
- ଦେ. ବିଣ. — ବୁଦ୍ଧିହୀନ; ମୋଟାବୁଦ୍ଧି — Blunt; dull-headed
- ଦେ. ବିଣ. — ବ୍ୟାଘାତକାରକ — Obstructive
- ଦେ. ବିଣ. — (ସଂ. ଦନ୍ତୁର; ତୁଳ. ଇଂ. ବ୍ଳଣ୍ଟ୍)—ଦନ୍ଥରା; ଯେଉଁ ଅସ୍ତ୍ରର ଦାଢ଼ ମୋଟା ଓ ଦନ୍ତୁର ହୋଇ ଯାଇଥାଏ — Blunt; dull-edged