ବନ୍ଦନୀ Bandanī
- ପ୍ରାଦେ. (ସମ୍ବଲପୁର) ବି — ମାତୃସ୍ତନ୍ୟ — Mother's breast
- ପ୍ରାଦେ. (ସମ୍ବଲପୁର) ବି — (ଯଥା—ପିଲା ବେମାରି ହେତୁରୁ ବନ୍ଦନୀ ଧରିବାକୁ ନାହିଁ।)
- ସଂ. ବି. (ବନ୍ଦ୍ ଧାତୁ+ଭାବ. ଅନ+ଈ) — ସ୍ତୁତି; ସ୍ତବ (ହି.ଶ) — Prayer
- ସଂ. ବି. (ବନ୍ଦ୍ ଧାତୁ+ଭାବ. ଅନ+ଈ) — (+କରଣ ଅନ+ଈ) ଗୋରୋଚନା (ହି.ଶ) — A yellow pigment got from dead cattle
- ସଂ. ବି. (ବନ୍ଦ୍ ଧାତୁ+ଭାବ. ଅନ+ଈ) — ବଟୀ (ହି. ଶ); ବଟିକା — Pill
- ସଂ. ବି. (ବନ୍ଦ୍ ଧାତୁ+ଭାବ. ଅନ+ଈ) — ଶରୀରରେ ଧାରଣ କରାଯିବା ତିଳକ ଚିହ୍ନ (ହି. ଶ) — Sectarian mark painted on the body