ବଣ୍ଟରା Baṇṭara

  • ଦେ. ବି. (ସଂ. ବଣ୍ଟନ) — ବଣ୍ଟନ; ଅଂଶୀକରଣ; ବିଭାଗ କରଣ — Partition; separation of share
  • ଦେ. ବି. (ସଂ. ବଣ୍ଟନ) — ଭିନ୍ନ ଭିନ୍ନ ଅଂଶର ପୃଥକ୍ କରଣ ବା ସ୍ଥିରୀକରଣ — Apportionment of shares
  • ଦେ. ବି. (ସଂ. ବଣ୍ଟନ) — ବହୁ ଲୋକଙ୍କୁ କୌଣସି ଦ୍ରବ୍ୟର ଅଂଶ— ମାନ ପୃଥକ୍ ପୃଥକ୍ କରି ବିତରଣ — Distribution
  • ଦେ. ବି. (ସଂ. ବଣ୍ଟନ) — ପ୍ରଜା ଓ ଭୂସ୍ୱାମୀଙ୍କ ମଧ୍ୟରେ କ୍ଷେତ୍ରର ଉତ୍ପନ୍ନର ଅଂଶ ବା ଭାଗ ଦିଆ ନିଆ — Division of the produce of a field between the cultivator and the landlord