ବଣ୍ଟାକୁଣ୍ଟା Baṇṭākuṇṭā

  • ଦେ. ବି—(ନିରର୍ଥକ ସହଚର ଶବ୍ଦ) — ବଣ୍ଟନ — Distribution
  • ଦେ. ବି—(ନିରର୍ଥକ ସହଚର ଶବ୍ଦ) — ବହୁ ଲୋକଙ୍କ ମଧ୍ୟରେ ବଣ୍ଟରା — Partition or division amongst many persons