ବଣ୍ଟାବଣ୍ଟି Baṇṭābaṇṭi
- ଦେ. ବି ଓ ବିଣ. — ପରସ୍ପର ମଧ୍ୟରେ ବିଭାଗ କରିବା — Mutual partition; division of a thing amongst each other
- ଦେ. ବି ଓ ବିଣ. — ରାଜା ବୋଇଲେ ଆହେ ତୁମ୍ଭ ଆମ୍ବ ଫଳ ବଣ୍ଟାବଣ୍ଟି କରିବା ବୋଲି ଦ୍ୱିଜବାଳ। କୃଷ୍ଣସିଂହ. ମହାଭାରତ ଶାନ୍ତି.
- ଦେ. ବି ଓ ବିଣ. — ବହୁ ବଣ୍ଟନ କର୍ମ — Various acts of partition
- ଦେ. ବି ଓ ବିଣ. — ବହୁଲୋକଙ୍କୁ ଦ୍ରବ୍ୟାଂଶର ବିତରଣ — Acts of distribution