ବଣ୍ଟାଇବା Baṇṭāibā

  • ଦେ. କ୍ରି — (ବାଣ୍ଟିବା କ୍ରିୟାର ଣିଜନ୍ତରୂପ) — Causative form of Bāṇṭibā)
  • ଦେ. କ୍ରି — ଅନ୍ୟ ଦ୍ୱାରା ବଣ୍ଟନକ୍ରିୟା କରାଇବା — To cause to be partitioned or distributed