ବଣ୍ଟ Baṇṭa

  • ସଂ. ବି. (ବଣ୍ଟ ଧାତୁ+ଭାବ. ଅ) — ଭାଗ; ଅଂଶ — Share
  • ସଂ. ବି. (ବଣ୍ଟ ଧାତୁ+ଭାବ. ଅ) — ବଣ୍ଟନ — Partition; distribution
  • ସଂ. ବି. (ବଣ୍ଟ ଧାତୁ+ଭାବ. ଅ) — (କର୍ମ+ଅ) ବେଣ୍ଟ; ଦାଆ ପ୍ରଭୃତିର ମୁଠା — The handle of sickle
  • ସଂ. ବି. (ବଣ୍ଟ ଧାତୁ+ଭାବ. ଅ) — ଅବିବାହିତ ପୁରୁଷ — A bachelor (Apte)
  • ସଂ. ବିଣ. ପୁଂ — ଅବିବାହିତ — Unmarried