ବକ୍ରିମା Bakrimā

  • ସଂ. ବି. (ବକ୍ର+ଇମ, ଇମନ୍; 1 ମା. 1 ବ) — ବକ୍ରଭାବ — Crookedness
  • ସଂ. ବି. (ବକ୍ର+ଇମ, ଇମନ୍; 1 ମା. 1 ବ) — କୁଟିଳତା; ଶଠତା — Fraud