ବକ୍ରୋଷ୍ଠିକା Bakroshṭhikā

  • ସଂ. ବି—(ବକ୍ର+ଓଷ୍ଠ+କ+ଆ) — ସ୍ମିତ ହାସ୍ୟ; ଯେଉଁ ହସରେ ଦାନ୍ତ ଫିଟେ ନାହିଁ, କେବଳ ଓଠ ଟିକିଏ ବକ୍ର ହୁଏ (ହି. ଶ) — Smile