ବକ୍ରନାଳ Bakranāḻa

  • ସଂ. ବି. (ବହୁବ୍ରୀହି; ବକ୍ର+ତାଳ; ନାଳ) — ମୁହଁରେ ଫୁଙ୍କାଯିବା ଏକପ୍ରକାର ବାଜା — A kind of musical instrument blown by the mouth