ବକ୍ରିତ ଶ୍ଲେଷାନ୍ତର ଶ୍ଲେଷ Bakrita ṡḻeshāntara ṡḻesha

  • ବି. — କାବ୍ୟାଳଙ୍କାରବିଶେଷ — A figure of speech
  • ବି. — [ଦ୍ର—ଅଭିମନ୍ୟୁଙ୍କ ବିଦଗ୍ଧ ଚିନ୍ତାମଣିର ନିମ୍ନଲିଖିତ ପଦ ଦୁଇଟି ଏହି ଅଳଙ୍କାରର ଉଦାହରଣ। ଯଥା— ଭାବେ ହରି ଆମନକୁ ବିମନ କୁମୁଦ ହରି ଭାବେ ବା ଧରିକି କାରିଣୀ କୁମୁଦ। କୁମୁଦ କରି ସୁଖଦ ବହୁ ହରି ପଦ କୁମୁଦ କରି ସୁଗତି ହରି ଇଚ୍ଛୁ ଖେଦ।]