ବକ୍ରାଙ୍ଗ Bakrāṅga

  • ସଂ. ବିଣ. ପୁଂ. (ବହୁବ୍ରୀହି; ବକ୍ର+ଅଙ୍ଗ) — ବଙ୍କା ଦେହବିଶିଷ୍ଟ — Having a curved body
  • ସଂ. ବିଣ. ପୁଂ. (ବହୁବ୍ରୀହି; ବକ୍ର+ଅଙ୍ଗ) — ଅବନତାଙ୍ଗ — Having the body bent
  • ବି — ହଂସ — Swan
  • ବି — ସର୍ପ (ହି. ଶ) — Snake; serpent