ଫେର ପକା Phera pakā

  • ଦେ. ବି — ସାମନା ପାଖେ ଶାଢ଼ୀର ଅଂଶକୁ କୁଞ୍ଚ କରି ଲମ୍ବାଇ ସ୍ତ୍ରୀମାନଙ୍କର ବଡ଼ ଶାଢ଼ୀ ପରିଧାନ ପ୍ରଣାଳୀ; ସ୍ତ୍ରୀ ଲୋକମାନଙ୍କର ପୁହାରଣ — A mode of female wearing of loin- cloth