ଫେର ଖୋସିବା Phera khosibā

  • ଦେ. କ୍ରି — ପିନ୍ଧାଲୁଗାର ଫେରର ନିମ୍ନ କାନିକୁ ଲେଉ— ଟାଇ ଆଣି ନାଭି ପାଖରେ ଖୋସିବା — To tuck up the lower front end of the loin cloth