ଫେବ୍ରୁଆରି Phebruāri

  • ବୈଦେ. ବି. (ଇଂ. ଫେବ୍ରୁଆରୀ) — ଇଂରାଜୀ ସନର ମାସଗଣନାରେ ଦ୍ୱିତୀୟ ମାସ — The month of February
  • ବୈଦେ. ବି. (ଇଂ. ଫେବ୍ରୁଆରୀ) — [ଦ୍ର—ଏ ମାସର ଦିନ ସଂଖ୍ୟା ଅଠେଇଶି ଅଟେ। କେବଳ ଲିପ୍ ଇଅର୍ରେ (ଅର୍ଥାତ୍ ଯେଉଁ ସନର ଅଙ୍କ ସଂଖ୍ୟାକୁ 4 ରେ ହରଣ କଲେ ଫଳ ରହେ ନାହିଁ ସେହି ସନରେ) ଏ ମାସର ଦିନ ସଂଖ୍ୟା 29 ହୁଏ। କିନ୍ତୁ ଯେଉଁ ଲିପ୍ଇଅର୍ର ଅଙ୍କର ଶେଷ ସଂଖ୍ୟାଦ୍ୱୟ ଶୂନ୍ୟ ହୋଇଥାଏ ସେ ସନରେ ଫେବ୍ରୁଆରି ମାସର ଦିନ ସଂଖ୍ୟା 29 ନ ହୋଇ 28 ହୁଏ। ଯଥା—ସନ 1900 ଖ୍ରୀଷ୍ଟାବ୍ଦ ଲିପ୍ ଇଅର୍ ହେଲେ ମଧ୍ୟ ଉକ୍ତ ସନର ଫେବ୍ରୁଆରି ମାସର ଦିନ ସଂଖ୍ୟା 28 , କିନ୍ତୁ ଯେଉଁ ଦ୍ୱି ଶୂନ୍ୟ— ସଂଖ୍ୟାଯୁକ୍ତ ସନ 4 ରେ ହରିଲେ ଛିଣ୍ଡି ଯାଏ ସେ ସନର ଫେବ୍ରୁଆରି ମାସର 29 ଦିନ ହୁଏ।] — [ଦ୍ର—ଏ ମାସର ଦିନ ସଂଖ୍ୟା ଅଠେଇଶି ଅଟେ କେବଳ ଲିପ୍ ଇଅର୍ରେ (ଅର୍ଥାତ୍ ଯେଉଁ ସନର ଅଙ୍କ ସଂଖ୍ୟାକୁ4ରେ ହରଣ କଲେ ଫଳ ରହେ ନାହିଁ ସେହି ସନରେ) ଏ ମାସର ଦିନ ସଂଖ୍ୟା29ହୁଏ କିନ୍ତୁ ଯେଉଁ ଲିପ୍ଇଅର୍ର ଅଙ୍କର ଶେଷ ସଂଖ୍ୟାଦ୍ୱୟ ଶୂନ୍ୟ ହୋଇଥାଏ ସେ ସନରେ ଫେବ୍ରୁଆରି ମାସର ଦିନ ସଂଖ୍ୟା29ନ ହୋଇ28ହୁଏ ଯଥା—ସନ1900ଖ୍ରୀଷ୍ଟାବ୍ଦ ଲିପ୍ ଇଅର୍ ହେଲେ ମଧ୍ୟ ଉକ୍ତ ସନର ଫେବ୍ରୁଆରି ମାସର ଦିନ ସଂଖ୍ୟା28, କିନ୍ତୁ ଯେଉଁ ଦ୍ୱି ଶୂନ୍ୟ— ସଂଖ୍ୟାଯୁକ୍ତ ସନ4ରେ ହରିଲେ ଛିଣ୍ଡି ଯାଏ ସେ ସନର ଫେବ୍ରୁଆରି ମାସର29ଦିନ ହୁଏ]