ଫେର Phera
- ସଂ. ବି (ଫେ=ଶବ୍ଦ+ରୁ ଧାତୁ+କର୍ତ୍ତୃ. ଅ) — ଫେରଣ୍ଡ (ଦେଖ) — Pheraṇḍa (See)
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ସାମନାରେ ଲମ୍ବିଥିବା ପିନ୍ଧା ଲୁଗାର କୁଞ୍ଚିତ ଅଂଶ; କୁଞ୍ଚ — The narrow folds of loin cloth hanging down in front of the wearer
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ନିବିଡ଼ ନୀବିବନ୍ଧ ଯାଉଅଛି ଫିଟି ଲୋଟି ହେଉଅଛି ଆଗରେ ଫେର ଗୋଟି। କୃଷ୍ଣସିଂହ. ମହାଭାରତ. ବନ।
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ରଜ୍ଜୁର ବାଙ୍କ ବା ମୋଡ଼; ବେଷ୍ଟନ — A coil or twist of a rope; a turn or bend
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ପ୍ରତ୍ୟାବର୍ତ୍ତନ — Coming back; returing; a turning; reversion
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ମାୟା; ଛନ୍ଦ; ଫନ୍ଦୀ; କୌଶଳ; ପେଁଚ୍ପାଁଚ୍ — Wile; stratagem; artifice
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ଗୋଳମାଳିଆ ଅବସ୍ଥା; ବିଭ୍ରାଟ — Confusion; confused state of affairs
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ଆପଦ; ବିପନ୍ନ ଅବସ୍ଥା; ସଙ୍କଟ; ଦକା; ଧୋକା — Crisis; danger; peril; grave diffculty
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ଭାଗ୍ୟବିପର୍ଯ୍ୟୟ — Reverse of fortune
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ଫାନ୍ଦ; ଜାଲ — Snare
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ପିନ୍ଧା ଲୁଗାର ଯେଉଁ ଅଂଶ କଟିର ଚାରିପାଖରୁ ବଳି ଥାଏ — The part of the loin-cloth in excess of the part wound round the waist
- ଦେ. ବି. (ସଂ. ପ୍ରତ୍ୟାବୃତ୍ତ; ପ୍ରେରଣ) — ରତି ଶେଷେ ହଟି ଛନ୍ଦିଲି ତୋ କଟି ଯାହା ପୀତ ଫେଟା ଫେରରେ। କବିସୂର୍ଯ୍ୟ. ରତ୍ନାକର ଚମ୍ପୂ ର, ଗୀତ।