ଫେରଣ Pheraṇa

  • ଦେ. ବି. (ସଂ. ପରିବର୍ତ୍ତନ; ପାଦ୍ରୀମାନଙ୍କ ପ୍ରବର୍ତ୍ତିତ ଓଡ଼ିଆ ଭାଷା; ଯଥା—ମନ ଫେରଣ) — ପରିବର୍ତ୍ତନ — 1. Change
  • ଦେ. ବି. (ସଂ. ପରିବର୍ତ୍ତନ; ପାଦ୍ରୀମାନଙ୍କ ପ୍ରବର୍ତ୍ତିତ ଓଡ଼ିଆ ଭାଷା; ଯଥା—ମନ ଫେରଣ) — ଭ୍ରମଣ — Roving; walking
  • ଦେ. ବି. (ସଂ. ପରିବର୍ତ୍ତନ; ପାଦ୍ରୀମାନଙ୍କ ପ୍ରବର୍ତ୍ତିତ ଓଡ଼ିଆ ଭାଷା; ଯଥା—ମନ ଫେରଣ) — ପ୍ରଚାରଣ — Publishing
  • ଦେ. ବି. (ସଂ. ପରିବର୍ତ୍ତନ; ପାଦ୍ରୀମାନଙ୍କ ପ୍ରବର୍ତ୍ତିତ ଓଡ଼ିଆ ଭାଷା; ଯଥା—ମନ ଫେରଣ) — ପ୍ରତ୍ୟାବର୍ତ୍ତନ — Returning