ଫାତିହା Phātihā
- ବୈଦେ. ବି. (ଆ. ଫାତିହା= ପ୍ରାର୍ଥନା) — କୋରାନ୍ ପାଠପୂର୍ବକ ମୁସଲମାନ୍ମାନେ ପୀରଙ୍କ ଉଦ୍ଦେଶ୍ୟରେ ଯେଉଁ ନୈବେଦ୍ୟ ବା ପୂଜା ଦିଅନ୍ତି — Worship or offering made to a Pir or saint by a Mahommedan by reciting passages from the Koran
- ବୈଦେ. ବି. (ଆ. ଫାତିହା= ପ୍ରାର୍ଥନା) — ମୃତବ୍ୟକ୍ତି ଉଦ୍ଦେଶ୍ୟରେ ଅର୍ପିତ ନୈବେଦ୍ୟ — Offering dedicated in the name of a deceased person