ଫାଣ୍ଟ କଷାୟ Phāṇṭa kashāya
- ଦେ. ବି. (ବୈଦିକ) — ଔଷଧ କ୍ୱାଥ ବିଶେଷ — A kind of cold decoction
- ଦେ. ବି. (ବୈଦିକ) — [ଦ୍ର— 4 ତୋଳା କୁଟ୍ଟିତ ଓଷଧି ଦ୍ରବ୍ୟକୁ 16 ତୋଳା ଅତ୍ୟୁଷ୍ଣ ଜଳରେ ନିକ୍ଷେପ କରି କିଛିକ୍ଷଣ ଘୋଡ଼ାଇ ରଖି ପରେ ସେହି ଦ୍ରବ୍ୟକୁ ହାତରେ ମନ୍ଥି କନାରେ ଛାଣିଲେ ଏହି କଷାୟ ପ୍ରସ୍ତୁତି ହୁଏ।] — [ଦ୍ର—4ତୋଳା କୁଟ୍ଟିତ ଓଷଧି ଦ୍ରବ୍ୟକୁ16ତୋଳା ଅତ୍ୟୁଷ୍ଣ ଜଳରେ ନିକ୍ଷେପ କରି କିଛିକ୍ଷଣ ଘୋଡ଼ାଇ ରଖି ପରେ ସେହି ଦ୍ରବ୍ୟକୁ ହାତରେ ମନ୍ଥି କନାରେ ଛାଣିଲେ ଏହି କଷାୟ ପ୍ରସ୍ତୁତି ହୁଏ]