ଫାଣ୍ଟ Phāṇṭa
- ସଂ. ବିଣ. (ଫଣ୍ ଧାତୁ+ କର୍ତ୍ତୃ. ତ; ନିପାତନ) — ଅନାୟାସରେ ପ୍ରସ୍ତୁତ — Easily prepared, made easily
- ସଂ. ବିଣ. (ଫଣ୍ ଧାତୁ+ କର୍ତ୍ତୃ. ତ; ନିପାତନ) — ଯାହା ଫେଣିଆ ହୋଇ ତିଆରି ହୋଇଥାଏ — Prepared from a liquid by stirring it
- ବି — କ୍ୱାଥ; ନାନା ଦ୍ରବ୍ୟର ସିଝା ପାଣି — Decoction
- ବି — ଅସ୍ତ୍ରାଦିରେ ପାଣି ଦେବା ପ୍ରକ୍ରିୟା — The process of tempering a weapon
- ବି — ଧାତୁଦ୍ରବ୍ୟ ଝାଳିବାର ପୁଟ — A flux
- ବି — ଦହି ମୋହିଁବା ବେଳେ ପ୍ରଥମେ ଯେଉଁ ଲହୁଣି ବାହାରେ — Particles of butter first produced at churning
- ବି — ଫେଣିଆ ହୋଇଥିବା ବଟା ବିରି (ଜ୍ଞାନେନ୍ଦ୍ର) — Stirred up dough