ଫାଣ୍ଡ Phāṇḍī
- ଦେ ବି. (ସଂ. ପାଟକ= ଗ୍ରାମ) — ଶାନ୍ତିରକ୍ଷାର୍ଥ ପୁଲିସ୍ ରଖାଯାଇଥିବା ଗ୍ରାମ୍ୟ କେନ୍ଦ୍ର; ପୁଲିସ୍ ଚୌକୀ — 1. Police outpost
- ଦେ ବି. (ସଂ. ପାଟକ= ଗ୍ରାମ) — [ଦ୍ର—ବଡ଼ ବଡ଼ ପୁଲିସ୍ କେନ୍ଦ୍ରକୁ ଥାନା ଓ କ୍ଷୁଦ୍ର କେନ୍ଦ୍ରକୁ ଫାଣ୍ଡୀ ବୋଲାଯାଏ। ଥାନାର ଉଚ୍ଚତମ କର୍ମଚାରୀ ମୁନସୀ — (Sub inspector)ଏବଂ ଫାଣ୍ଡୀର ଉଚ୍ଚତମ କର୍ମଚାରୀ ଜମାଦାର(head constable)ଅଟନ୍ତି]
- ଦେ ବି. (ସଂ. ପାଟକ= ଗ୍ରାମ) — (ସ୍ତ୍ରୀ) (ସଂ. ଫଣ୍ଡ=ଉଦର) ସ୍ଥୂଳକାୟା ସ୍ତ୍ରୀ; ସ୍ଥୂଳୋଦରୀ ସ୍ତ୍ରୀ — A corpulent woman; a pot-bellied woman