ଫାଣ୍ଟିବା Phāṇṭibā

  • ଦେ. କ୍ରି (ସଂ. ଫାଣ୍ଟ; ସଂ. ପିଷ୍ଟ; ପ୍ରା. ପିଟ୍ଟ) — ଫେଣ୍ଟିବା; ଦୁଇ ପଦାର୍ଥକୁ ଏକତ୍ର ମିଶାଇ ହାତଦ୍ୱାରା ଗୋଳିବା — To mix up two things and stir them together with the hand
  • ଦେ. କ୍ରି (ସଂ. ଫାଣ୍ଟ; ସଂ. ପିଷ୍ଟ; ପ୍ରା. ପିଟ୍ଟ) — ଫେଣାଇବା; ଦ୍ରବ ପଦାର୍ଥକୁ ହାତରେ ଗୋଳି ତାକୁ ଫେନଯୁକ୍ତ କରିବା — To make any watery substance lather by stirring much