ଫଳେଇବା Phaḻeibā
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — ଗଛରେ ଫଳ ଫଳିବାର ଉପାୟ କରିବା — To cause a tree to bear fruit
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — ଚିତ୍ରର ରଙ୍ଗକୁ ସୁସ୍ପଷ୍ଟ କରାଇବା — To make the colour of a picture grow distinct
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — କୌଣସି ବିଷୟର ସୂଚନା ବା ଇସାରା ଦେବା — To throw out a hint or suggestion
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — ଫଳରେ ଦେଖାଇ ଦେବା; ସଫଳ କରାଇବା — To show by results
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — ରକତ ବାକ୍ୟ ଫଳାଇବା ଲାଗି ପେଷିଲେ ଆୟୁଧ ତାର ନିଧନ ମନାସି। ରାଧାନାଥ, ମହାଯାତ୍ରା।
- ଦେ. କ୍ରି (ସଂ. ଫଳ୍ ଧାତୁ; ଫଳିବାର ଣିଜନ୍ତ) — ବନ୍ଧ୍ୟା ସ୍ତ୍ରୀର ଗର୍ଭ ହେବାର ଉପଚାର କରିବା — To cause a barren woman to bear children