ଫଳୀ Phaḻī
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ପ୍ରିୟଙ୍ଗୁ ଗୁଳ୍ମ — A medicinal plant
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଫଳି ମାଛ — A kind of fish
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଅସ୍ତ୍ରର ଫଲା — The blade of a weapon
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଶରାଗ୍ର — The head of an arrow
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଲଙ୍ଗଳ ଲୁହା — Plough-share
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଶ୍ୟୋନାକ (ହି. ଶ.) (ଦେଖ) — Ṡyonāka (See)
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ପଣସ (ହି. ଶ) — Jack fruit
- ସଂ. ବି—(ଫଳ୍ ଧାତୁ+କର୍ତ୍ତୃ ଅ+ଈ) — ଆମ୍ବଡ଼ା (ହି. ଶ) — Hog plum
- ବିଣ. ପୁଂ — ଫଳିତ (ଦେଖ) — Phaḻita (See)