ଫଳୋଦୟ Phaḻodaya
- ସଂ. ବି—( 6 ଷ୍ଠୀ ତତ୍; ଫଳ+ଉଦୟ) — ଫଳ— ଘଟିବା ଅବସ୍ଥା — The appearance of the fruit or result
- ସଂ. ବି—( 6 ଷ୍ଠୀ ତତ୍; ଫଳ+ଉଦୟ) — ଲାଭ — Gain; profit
- ସଂ. ବି—( 6 ଷ୍ଠୀ ତତ୍; ଫଳ+ଉଦୟ) — ଆନନ୍ଦ; ସୁଖ — Joy; happiness
- ସଂ. ବି—( 6 ଷ୍ଠୀ ତତ୍; ଫଳ+ଉଦୟ) — ସ୍ୱର୍ଗ — Heaven; paradise
- ସଂ. ବି—( 6 ଷ୍ଠୀ ତତ୍; ଫଳ+ଉଦୟ) — ଉପକାର — Benefit