ଫଳିତାର୍ଥ Phaḻitārtha
- ସଂ. ବି. (କର୍ମଧା) — ଅସଲ ଅର୍ଥ; ପ୍ରକୃତ ଅର୍ଥ; ମର୍ମ — Gist; substance; purport; actual meaning
- ସଂ. ବି. (କର୍ମଧା) — ମୂଳାଧାର (ଜ୍ଞାନେନ୍ଦ୍ର) (ଦେଖ) — Mūḻādhāra (See)
- ସଂ. ବି. (କର୍ମଧା) — ସାରାଂଶ; ପ୍ରଧାନ ଅଂଶ (ଜ୍ଞାନେନ୍ଦ୍ର) — Essence; epitome; principal part