ଫତେଖାଁ Phate khāñ

  • ବୈଦେ. ବି—(ବ୍ୟଙ୍ଗ)—(ଆ. ଫତହ୍, ଫତେ=ବିଜୟ) — ଜୟଲାଭ କରିଥିବା ସେନାପତି — A victorious general
  • ବୈଦେ. ବି—(ବ୍ୟଙ୍ଗ)—(ଆ. ଫତହ୍, ଫତେ=ବିଜୟ) — ତିନି ଅଲଗା ଫତେ ଖାଁ—ଢଗ ।
  • ବୈଦେ. ବି—(ବ୍ୟଙ୍ଗ)—(ଆ. ଫତହ୍, ଫତେ=ବିଜୟ) — (ଏ ଢଗର ଅର୍ଥ ଏହି ଯେ—ଯେଉଁ କାର୍ଯ୍ୟର ତନଖିବାର ଭାର ତିନି ଜଣ ବ୍ୟକ୍ତିଙ୍କ ଉପରେ ଥାଏ ସେ କାର୍ଯ୍ୟ ବିଗିଡ଼େ)
  • ବୈଦେ. ବି—(ବ୍ୟଙ୍ଗ)—(ଆ. ଫତହ୍, ଫତେ=ବିଜୟ) — ଆଡ଼ମ୍ବରଯୁକ୍ତ ନାମଧାରୀ ବ୍ୟକ୍ତି — A person with a big-sounding name
  • ବୈଦେ. ବି—(ବ୍ୟଙ୍ଗ)—(ଆ. ଫତହ୍, ଫତେ=ବିଜୟ) — ପରାନ୍ନପୁଷ୍ଟ ଓ ଆଡ଼ମ୍ବରଯୁକ୍ତ ବ୍ୟକ୍ତି — A person who lives on the bounty of another and assumes airs