ଫତେ ହେବା Phate hebā

  • ଦେ. କ୍ରି — (ମନୋବାଞ୍ଛା) ସିଦ୍ଧ ହେବା — (one's wish) To be fulfilled
  • ଦେ. କ୍ରି — (ମକଦମା) ଡିଗ୍ରୀ ହେବା — (a case) To be decreed
  • ଦେ. କ୍ରି — x x x x ତା ମାମଲା ଫତେ ହେଉ । ଫକୀରମୋହନ, ଗଳ୍ପସ୍ୱଳ୍ପ।
  • ଦେ. କ୍ରି — ବିଜୀତ ହେବା — To be won or conquered
  • ଦେ. କ୍ରି — (ଯଥା— ଗଡ଼ ଫତେ ହେବା)
  • ଦେ. କ୍ରି — ସୁସମ୍ପନ୍ନ ହେବା — To be accomplished
  • ଦେ. କ୍ରି — (ଯଥା—କାମ ଫତେ ହେବା)