ଫତୁରିଖୋର୍ Phaturi khor

  • ଦେ. ବିଣ — ଭୁରୁଡ଼ା; ଯେ ଭୁରୁଡ଼ୁ କାଢ଼େ — Brazenfaced
  • ଦେ. ବିଣ — ଫତୁରିଖୋର ଆଖରକୁ ହେବାର ହେବ ସିନା ଏଥୁ ଫଳ କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଫ ଗୀତ