ଫତେ କରିବା Phate karibā
- ଦେ. କ୍ରି.—(ଆ. ଫତହ୍=ବିଜୟ) — ଜୟ କରିବା; ଜିଣିବା — To win
- ଦେ. କ୍ରି.—(ଆ. ଫତହ୍=ବିଜୟ) — ସମାଧା କରିବା — To accomplish
- ଦେ. କ୍ରି.—(ଆ. ଫତହ୍=ବିଜୟ) — କାର୍ଯ୍ୟ ସିଦ୍ଧ କରିବା — To succeed in doing a work
- ଦେ. କ୍ରି.—(ଆ. ଫତହ୍=ବିଜୟ) — ଏକା ଇନ୍ଦ୍ରଜିତ କାମ ଫତେ କରି ଦେବ— ନୀଳକଣ୍ଠ ଦାଶ, ପିଲାଙ୍କ ରାମାୟଣ ।