ଫତେ Phate
- ବୈଦେ. ବି (ଆ. ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି) ଜୟଲାଭ — Victory; conquest
- ବୈଦେ. ବି (ଆ. ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି) (ଯଥା— ଗଡ଼ ଫତେ କରିବା)
- ବୈଦେ. ବି (ଆ. ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି) କାର୍ଯ୍ୟ ଲାଭ; କୃତକାର୍ଯ୍ୟତା — Success
- ବୈଦେ. ବି (ଆ. ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି) x x ତୁ ଯେପରି ହାତ ଦେଲୁ କାମ ଫତେ ଫକୀରମୋହନ, ଛମାଣ ଆଠଗୁଣ୍ଠ।
- ବୈଦେ. ବି (ଆ. ଫତହ, ଫତେ= ବିଜୟ; କାର୍ଯ୍ୟ ସିଦ୍ଧି) କାର୍ଯ୍ୟସମାଧା — Accomplishment
- ବିଣ. — 1 ସୁସମାହିତ, ସୁସମ୍ପନ୍ନ — 1ସୁସମାହିତ, ସୁସମ୍ପନ୍ନ—1. Accomplished
- ବିଣ. — ବାମଦେବ ପରିପନ୍ଥି ରଣଜୟୀକାମ ନୋହିଛିକି ଆହୁରି ଫତେ । କବିସୂର୍ଯ୍ୟ, ସଙ୍ଗୀତ ।
- ବିଣ. — ଜୟୀ — Victorious
- ବିଣ. — କୃତକାର୍ଯ୍ୟ — Successful
- ପ୍ରାଦେ.—(ଗଡ଼ଜାତ) ବି. — ବୀର କ୍ଷତ୍ତ୍ରିୟମାନଙ୍କୁ ଦିଆ ଯିବା ଉପାଧି — A title given to valorous khatriyas