ଫକ୍କଡ଼ି Phakkaṟḍ̠i
- ବୈଦେ. ବି. (ଆ) — ଶଠତା; ଧୂର୍ତ୍ତତା; ଧଡ଼ିବାଜୀ — fraud; deception
- ବୈଦେ. ବି. (ଆ) — ଦୁଷ୍ଟାମି — Wickedness
- ବୈଦେ. ବି. (ଆ) — ନିର୍ଦ୍ଧନତା — Poverty
- ବୈଦେ. ବି. (ଆ) — ଫାଜିଲାମି — Vain-glory
- ବୈଦେ. ବି. (ଆ) — ଅନ୍ତଃସାରଶୂନ୍ୟତା — Hollowness
- ବୈଦେ. ବି. (ଆ) — ପ୍ରଗଲ୍ଭତା; ବାଚାଳତା; ଆତ୍ମପ୍ରାଧାନ୍ୟ ଦେଖାଇହେବା; ବାଲିଙ୍ଗି — Bragging; wagging; drollery
- ବୈଦେ. ବି. (ଆ) — ନୀଚତା — Meanness
- ବୈଦେ. ବିଣ. — ନିର୍ଦ୍ଧନ — Poor
- ବୈଦେ. ବିଣ. — ବାଚାଳ — Bragging